Tuesday, April 25, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୭


ଅନୁବାଦକ - ଫକୀର ମୋହନ ସେନାପତି


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନଳ ଯେସନେ କରେ କାଷ୍ଠକୁ ବିନାଶ । ଜ୍ଞାନାଗ୍ନି ଯୋଗରେ ହେବ ସର୍ବ କର୍ମ ଧ୍ୱଂସ ।୩୭।

ଯଥୈଧାଂସି ସମିଦ୍ଧୋଽଗ୍ନି ଭସ୍ମସାତ୍ କୁରୁତେଽର୍ଜୁନ । 
ଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମସାତ୍ କୁରୁତେ ତଥା ।୩୭।

No comments:

Post a Comment