ଦଳିତ ଲୋକଗୀତ (ଚିତାକୁଟା ଗୀତ - ୫)
![]() |
ନେପାଳର ନେୱାର ମହିଳା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଆସ ଗୋ
ଆସ
ଚିତା
କୁଟାଇବ ଏଇଠି ବସ ।
ମୁଁ
ତ କେଲୁଣି ହୁନ୍ଦରି
ତୁ
ତ ଘରଝିଅ ସୁନ୍ଦରୀ ।
ଆସ
ଗୋ ଆସ
ମୁରୁକି
ହସ ।
ଆଜିକ
ଟିକିଏ ହସିଥା
ପାଶୋରୀ
ନ ଯିବି ଜାଣିଥା ।
ଏଇ
ଘର
ଏଇ
ବୋହୁ
ଏଇ
ଘରକୁ ମାନିଥାଉ ।
ଘରେ
ଅଛି ଯେଉଁ ଗୁମର
ଭିତରେ
ଥାଉ ତୁମର
ଖୋଲି
ଦେବୁନି ବାହାର ।
ଉତ୍ସ
- ଶ୍ରୀ
କାର୍ତ୍ତିକ ଚନ୍ଦ୍ର ଜେନା କୃତ
'ଦଳିତ
ଲୋକ ଗୀତ'
।୨୦୧୩
। ପ୍ରକାଶକ ଇଟାପଡ଼ିଆ,
ରଘୁନାଥପୁରର,
ମାହାଙ୍ଗା
କଟକର 'ତଫସିଲ'
ପ୍ରକାଶନ
ସଂସ୍ଥା ।
No comments:
Post a Comment