Friday, April 14, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୬


ଅନୁବାଦକ - ଫକୀର ମୋହନ ସେନାପତି


ବୌଦ୍ଧଗୟାଠାରେ ଥିବା ମହାବୋଧି ଗଛ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସର୍ବ ପାପୀ ଠାରୁ ହୋଇ ଥିଲେ ମହାପାପୀ । ନିଶ୍ଚୟ ହେବଟି ଜାଣ ବୃଜିନ ତଥାପି ।୩୬।

ଅପି ଚେଦସି ପାପିଭ୍ୟଃ ସର୍ବେଭ୍ୟଃ ପାପକୃତ୍ତମଃ ।
ସର୍ବ‌ଂ ଜ୍ଞାନପ୍ଲବେନୈବ ବୃଜିନଂ ସନ୍ତରିଷ୍ୟସି ।୩୬।

No comments:

Post a Comment