ଅନୁବାଦକ - ଫକୀର ମୋହନ ସେନାପତି
 |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ |
ଆହେ ପାର୍ଥ ଲାଭ ତୁମ୍ଭେ କଲ ଯେଉଁ ଜ୍ଞାନ । ମୋହ ଅନ୍ଧକାରେ କେଭେ ନୋହିବ ଆଚ୍ଛନ ।।
ଦେଖିବ ଆପଣା ରୂପ ସକଳ ଭୁତକୁ । ଦେଖିବ ପରମଆତ୍ମା ଦେହେଁ ଆପଣାକୁ ।୩୫।
ୟଜ୍-ଜ୍ଞାତ୍ୱା ନ ପୁନର୍ମୋହ ମେବଂ ୟାସ୍ୟସି ପାଣ୍ଡବ ।
ୟେନ ଭୂତାନ୍ୟଶେଷେଣ ଦ୍ରକ୍ଷ୍ୟସ୍ୟାତ୍ମନ୍ୟଥୋମୟି ।୩୫।
No comments:
Post a Comment