ପିଲାଙ୍କ ପାଇଁ କବିତା - 'ଡର'
କବି - ଜଗନ୍ନାଥ ପ୍ରସାଦ ଦାସ
 |
'ଟାଇଗର ଟାଇଗର ବର୍ଣ୍ଣିଙ୍ଗ୍ ବ୍ରାଇଟ୍' ର ବାଘ (୧୭୯୫) କଳାକାର - ୱିଲିଅମ୍ ବ୍ଲେକ୍ (୧୭୫୭-୧୮୨୭) |
ଛାଗର ଡର ବାଘକୁ
ଫାଗକୁ ଡରେ ବାଘ
ଫାଗ ଡରିଥାଏ ଛାଗକୁ
ତିନିହେଁ ତିନିଙ୍କି ଆଗ ।
ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।
No comments:
Post a Comment