ଓଡ଼ିଆ ସିନେମା ଗୀତ - 'ଚୋରାଚୋରା ଚାହାଣି'
ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=aGqkhhv51J0
ଗାୟନ - ରଘୁନାଥ ପାଣିଗ୍ରାହୀ
ଚୋରାଚୋରା ଚାହାଣି ଏ ଭୁଲନା
ଭୁଲାଇ ନେଲେ କା ମନ
ଭୁଲିହୁଏ ଛନଛନ
ଅଧୀରେ କହେ ପାଶେ ନିଅନା
ଚୋରାଚୋରା ଚାହାଣି ଏ ଭୁଲନା
![]() |
ନୃତ୍ୟରତା ରୁକ୍ମିଣୀ ଦେବୀ ଅରୁଣ୍ଡଲେ (୧୯୦୪-୧୯୮୬) ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଚୋରାଚୋରା ଚାହାଣି ଏ ଭୁଲନା
ଭୁଲାଇ ନେଲେ କା ମନ
ଭୁଲିହୁଏ ଛନଛନ
ଅଧୀରେ କହେ ପାଶେ ନିଅନା
ଚୋରାଚୋରା ଚାହାଣି ଏ ଭୁଲନା
No comments:
Post a Comment