ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୪୨
ଅନୁବାଦକ - ଫକୀର ମୋହନ ସେନାପତି
![]() |
ଅର୍ଜୁନଙ୍କର କର୍ଣ୍ଣ ବଧ (୧୬୧୬-୧୬୧୭) ମୋଗଲ ସମୟର ରାଜ୍ମନାମା ପାଣ୍ଡୁଲିପିରୁ ସଙ୍ଗୃହିତ ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ତେଣୁ ତୁମ୍ଭେ ଆତ୍ମଜ୍ଞାନ ରୂପ ଖଡ଼ଗରେ । ହୃଦୟସ୍ଥ ସଂଶୟକୁ ଛେଦ ସହଜରେ ।
କର୍ମଯୋଗ ଅନୁଷ୍ଠାନେ ମନଯୋଗ କର । ସମର କରିବା ପାଇଁ ହୁଅ ତତପର ।୪୨।
ତସ୍ମାଦଜ୍ଞାନସମ୍ଭୁତଂ ହୃତ୍-ସ୍ଥଂ ଜ୍ଞାନାସିନାତ୍ମନଃ ।
ଛିତ୍ତ୍ୱୈନଂ ସଂଶୟଂ ୟୋଗମାତିଷ୍ଠୋତ୍ତିଷ୍ଠ ଭାରତ ।୪୨।
No comments:
Post a Comment