ପାଲି ଧମ୍ମପଦ (୬୦) ର ଓଡ଼ିଆ ପଦ୍ୟାନୁବାଦ
୧ ବାଳବଗ୍ଗୋ (ବାଳ ବର୍ଗ)
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଦୀର୍ଘ ହୁଏ ରାତି ଉଜାଗର ଲୋକଙ୍କର
ଲମ୍ବ ହୁଏ ବାଟ ଶ୍ରାନ୍ତ ବ୍ୟକ୍ତିମାନଙ୍କର
ଯେଉଁ ମୂର୍ଖମାନଙ୍କର ସଦ୍ଧର୍ମ ଅଜ୍ଞାତ
ଲମ୍ବେ ନିଶ୍ଚେ ତାଙ୍କ ପାଇଁ ସଂସାରର ପଥ ।୧।
ଦୀଘା ଜାଗରଣୋ ରତ୍ତି ଦୀଘଂ ସନ୍ତସ୍ସ ଯୋଜନଂ
ଦାଘୋ ବାଳାନଂ ସଂସାରୋ ସଦ୍ଧମଂ ଅବିଜାନାତଂ ।୧।
ଦୀର୍ଘୋ ଜାଗ୍ରତୋ ରାତ୍ରିଃ ଦୀର୍ଘଃ ଶ୍ରାନ୍ତସ୍ୟ ୟୋଜନମ୍
ଦୀର୍ଘୋ ବାଳାନାଂ ସଂସାରଃ ସଦ୍ଧର୍ମ୍ମମ୍ ଅବିଜାନାତମ୍ ।୧।
No comments:
Post a Comment