ଆଶ୍ଟର୍ଯ୍ୟ ଚର୍ଯ୍ୟାଚୟ - ଭୁସୁକୁ ପାଦାନମ୍
(ରାଗ କାମୋଦ)
![]() |
ହରପ୍ରସାଦ ଶାସ୍ତ୍ରୀ (୧୮୫୩ - ୧୯୩୧) ଚର୍ଯ୍ୟାପଦର ଆବିଷ୍କାରକ ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ |
ଅଧରାତି ଭର କମଳ ବିକସଉ
ବତିସ ଜୋଇଣୀ ତସୁ ଅଙ୍ଗ ଉଲସଉ ।
ଚାଳିଶ ଷଷହର ମାଗେ ଅବଧୁଇ
ରଓଣହୁ ଷହଜେ କହେଇ ।
ଚାଳିଅ ଷଷହର ଗଉ ନିବାଣେ
କମଳିନି କମଳ ବହଇ ପଣାଳେଁ
ବିରମାନନ୍ଦ ବିଲକ୍ଷଣ ଶୁଧ
ଜୋଏଥୁ ବୁଝଇ ସୋ ଏଥୁ ବୁଧ ।
ଭୁସୁକୁ ଭଣଇ ମଇ ବୁଝିଅ ମେଳେଁ
ସହଜାନନ୍ଦ ମହାସୁଖ ଲୀଳେଁ ।
[ଶବ୍ଦାର୍ଥ : ଜୋଇଣୀ - ଯୋଗିନୀ ; ଷଷହର - ଶଶଧର ବା ଚନ୍ଦ୍ର ; ରଓଣହୁ - ରମଣରୁ ; ନିବାଣେ - ନିର୍ବାଣେ ; ପଣାଳେଁ - ପ୍ରଣାଳୀରେ]
ଶ୍ରୀ ଯତୀନ୍ଦ୍ରମୋହନ ମହାନ୍ତି ସମ୍ପାଦିତ ପ୍ରାଚୀନ ଓଡ଼ିଆ କବିତାରୁ ଆହୃତ । ପ୍ରକାଶକ ଓଡ଼ିଶା ସାହିତ୍ୟ ଏକାଡ଼େମୀ : ୧୯୮୪ ।
No comments:
Post a Comment