Friday, December 02, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୨


ଅନୁବାଦକ - ଫକୀର ମୋହନ ସେନାପତି 


ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ଏବଂ ବହୁବିଧା ୟଜ୍ଞା ବିତତା ବ୍ରହ୍ମଣୋମୁଖେି
କର୍ମଜାନ ବିଦ୍ଧିତାନ ସର୍ବାନେବଂ ଜ୍ଞାତ୍ୱା ବିମୋକ୍ଷ୍ୟସେ ।୩୨।

ଏବଂ ବିଧ ଯଜ୍ଞ ବେଦ ଦ୍ୱାରା ବିସ୍ତାରିତ । କର୍ମରୁ ଜନ୍ମିଛି ଏହା ହୁଏ ଅବଗତ ।।
ଅତଏବ ବୋଲୁଅଛୁଁ ଆହେ ଫାଲଗୁନି । ମୁକ୍ତି ଲାଭ କର ଏହି ସବୁ କଥା ଜାଣି ।୩୨। 

No comments:

Post a Comment