Sunday, December 11, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୩୩


ଅନୁବାଦକ - ଫକୀରମୋହନ ସେନାପତି 


ଜାପାନର ଜଣେ ଶିଙ୍ଗନ ସନ୍ୟାସୀ ଗୋମା ହୋମ କରିବାର ଦୃଶ୍ୟ
କିଓତୋର ତୋଉଜି ମନ୍ଦିର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶ୍ରେୟାନ ଦ୍ରବ୍ୟମୟାଦ ୟଜ୍ଞାଦ ଜ୍ଞାନ-ୟଜ୍ଞଃ ପରନ୍ତପ ।
ସର୍ବଂ କର୍ମ୍ମାଖିଳଂ ପାର୍ଥ ଜ୍ଞାନେ ପରିସମାପ୍ୟତେ । ୩୩।

ଦୈବ୍ୟ-ଯଜ୍ଞଠାରୁ ଅଟେ ଜ୍ଞାନ ଯଜ୍ଞ ଶ୍ରେଷ୍ଠ । ତେଣୁ ଫଳ ସହିତରେ ଅଟଇ ଘନିଷ୍ଠ । ୩୩।

No comments:

Post a Comment