Wednesday, September 07, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୩



ଯମରାଜ
 ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଜୀବାତ୍ମା ପୁରୁଷ ସେହିଁ ଅଙ୍ଗୁଷ୍ଠ ପ୍ରମାଣ,
ନିର୍ଧୂମ ଉଜ୍ଜ୍ୱଳ ଜ୍ୟୋତି ପ୍ରାୟେ ବିଦ୍ୟମାନ ।

 ଭୂତ ଭବ୍ୟ ବର୍ତ୍ତମାନ ତ୍ରିକାଳ ଇଶ୍ୱର
ଆଜି ସେହି କାଲି ସେହି ନିତ୍ୟ ଅନଶ୍ୱର । 

ନାହିଁ ଆତ୍ମା ସମ କିବା ଆତ୍ମା ଭିନ୍ନ ଆନ
ସର୍ବତ୍ର ସର୍ବଦା ଏକ ଆତ୍ମା ବର୍ତ୍ତମାନ । (ନ.ଉ. ୨।୧। ୨୭-୨୮)

No comments:

Post a Comment