Sunday, September 04, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୦


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଅଜ୍ଞାନେ ପ୍ରଭେଦ ତହିଁ ଦେଖେ ଯେଉଁ ଜନ
ମରଣାନ୍ତେ ବାରବାର ଭେଟେ ସେ ମରଣ ।

ବ୍ରହ୍ମ ତହୁଁ ଆପଣାକୁ ନ ମଣେ ଯେ ଆନ
ଦେଖେ ନିଜ ହୃଦେ ପୂର୍ଣ୍ଣ ବ୍ରହ୍ମ ବିଦ୍ୟମାନ ।

ସର୍ବ ହୃଦେ ଦେଖେ ପୁଣି ପୂର୍ଣ୍ଣ ବ୍ରହ୍ମରୂପ 
ଅତିକ୍ରମେ ସେହି ଏକା ଭବ-ଅନ୍ଧକୂପ । (ନ.ଉ. ୨।୧।୨୭) 

No comments:

Post a Comment