Sunday, September 11, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୪


ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି 


ଫଟୋ କ୍ରେଡିଟ୍ - ୱିକିମିଡ଼ିଆ କମନ୍ସ୍

ବ୍ରହ୍ମାର୍ପଣଂ ବ୍ରହ୍ମ ହବିର୍ବ୍ରହ୍ମାଗ୍ନୌ ବ୍ରହ୍ମଣାହୁତମ୍ ।
ବ୍ରହ୍ମୈବ ତେନ ଗନ୍ତବ୍ୟଂ ବ୍ରହ୍ମକର୍ମସମାଧିନା ।୨୪।

ଶ୍ରୁବାଦି ପାତ୍ର ସର୍ବବ୍ରହ୍ମ । ଘୃତାଦି ବହନୀୟ ବ୍ରହ୍ମ ।।
ଅବଳ ବ୍ରହ୍ମ ହୋତା ବ୍ରହ୍ମ । ଯଜ୍ଞୀୟ-କାର୍ଯ୍ୟ ସର୍ବ ବ୍ରହ୍ମ ।।
ଯେ ମଣେ ଏହି ସର୍ବ ବ୍ରହ୍ମ । ସେ ଲୋକ ପ୍ରାପ୍ତ ହୁଏ ବ୍ରହ୍ମ ।୨୪।   

No comments:

Post a Comment