Monday, September 05, 2016

 ପାଲି ଧମ୍ମପଦ (୪୪-୪୫) ର ଓଡ଼ିଆ  ପଦ୍ୟାନୁବାଦ


୧ ଓ ୨ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

୧ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)


ଇ ଇମଂ ପଠବିଂ ବିଜେସ୍ସତି ଯମଲୋକଞ୍ଚ ଇମଂ ସଦେବକଂ
କୋ ଧମ୍ମପଦଂ ସୁଦେସିତଂ କୁସଳୋ ପୁପ୍ଫମିବ ପଚେସ୍ୱତି ।୧।

ଇହଲୋକ, ଦେବଲୋକ, ଯମଲୋକ ପୁଣ
ଯେଉଁ କୁଶଳ ମାନବ ଅଟଇ ଉତ୍ତମ 
ଧର୍ମପଦେ ପୁଷ୍ପ ସମ କରିବ ଚୟନ ।୧।  

୨ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)


ସେଖୋ ପଠବିଂ ବିଜେସ୍ୱତି ଯମଲୋକଞ୍ଚ ଇମଂ ସଦେବକଂ 
ସେଖୋ ଧମ୍ମପଦଂ ସୁଦେସିତଂ କୁସଳୋ ପୁପ୍ଫମିବ ପଚେସ୍ସତି ।୨।

ଶିକ୍ଷାର୍ଥୀ କରିବ ଧରା, ଦେବଲୋକ ଜୟ
ଯମଲୋକକୁ ପୁଣ ସେ କରିବ ବିଜୟ
ଧର୍ମପଦେ ପୁଷ୍ପ ସମ କରିବ ଆଶ୍ରୟ ।୨।  

No comments:

Post a Comment