ପିଲାଙ୍କ ପାଇଁ କବିତା - 'ଦୁଇ ଦାସ'
କବି - ଜଗନ୍ନାଥ ପ୍ରସାଦ ଦାସ
![]() |
୧୯୦୭ ମସିହାର ବ୍ରିଟିଶ ଇଣ୍ଡିଆର ମାନଟିତ୍ରରେ ଓଡ଼ିଶା ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଜାତି ପ୍ରେମ ବହ୍ନିରେ ଦେଲେ ଝାସ
ମିଷ୍ଟର ଦାସ;
ଦେଶ ମାଟିରେ ମିଶାଇ ଦେଲେ ପ୍ରାଣ
ଦାସ ଆପଣ ।
ମିଷ୍ଟର ଦାସ;
ଦେଶ ମାଟିରେ ମିଶାଇ ଦେଲେ ପ୍ରାଣ
ଦାସ ଆପଣ ।
ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।
No comments:
Post a Comment