ପାଲି ଧମ୍ମପଦ (୫୮ ଓ ୫୯) ର ଓଡ଼ିଆ ପଦ୍ୟାନୁବାଦ
୧୫ ଓ ୧୬ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)
![]() |
କୋରିଆ ହାଇନ୍ସା ବୌଦ୍ଧ ମନ୍ଦିର ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଯେପରି ମଳରେ ଯାହା ମହାପଥେ କ୍ଷିପ୍ତ
ମନୋରମ ସୁଗନ୍ଧିତ ତଥା ଶୁଚିଯୁକ୍ତ
ପୁଣ୍ଡରୀକର ଜନ୍ମ ଯେ ହୁଅଇ ଯେପରି
ଅନ୍ଧଭୂତ ସାଧାରଣ ଜନରେ ସେପରି
ପୃଥକ ଲୋକେ ସମ୍ୟକ ସମ୍ବୁଦ୍ଧ ଶ୍ରାବକ
ମାନଙ୍କର ପ୍ରଜ୍ଞା ଦ୍ୱାରା ଲଭନ୍ତି ଆଲୋକ । ୧୫ ଓ ୧୬। ଯଥା ସଙ୍କାରଧାନସ୍ମିଂଉଜ୍ଝିତସ୍ମିଂ ମହାପଥେ ।
ପଦୁମଂ ତତ୍ଥ ଜାୟେଥ ସୁଚିଗନ୍ଧଂ ମନୋରମଂ ।୧୫।
ଏବଂ ସଙ୍କାରଭୂତେଷୁ ଅନ୍ଧଭୂତେ ପୁଥୂଜ୍ଜନେ
ଅତିରୋଚତି ପଞ୍ଞାୟ ସମ୍ମାସମ୍ବୁଦ୍ଧସାବକୋ ।୧୬।
ଯଥା ସଂସ୍କାରଧାନେ ଉଜ୍ଝିତେ ମହାପଥେ
ପଦ୍ମଂ ତତ୍ର ଜାୟେତ ଶୁଚିଗନ୍ଧଂ ମନୋରମମ୍ ।୧୫।
ଏବଂ ସଂସ୍କାରଭୂତେଷୁ ଅନ୍ଧଭୂତେ ପୃଥଗ୍-ଜନେ ।
ଅତିରୋଚତେ ପ୍ରଜ୍ଞୟା ସମ୍ୟକ୍ ସମ୍ବୁଦ୍ଧଶ୍ରାବକଃ ।୧୬।
No comments:
Post a Comment