ନିଶା ଉପରେ କିଛି ଓଡ଼ିଆ ୠଢ଼ି
 |
ଔପନିବେଶିକ ଜାଭାର ଅଫିମଖୋର |
୧. ଗଞ୍ଜେଇ ଟିପୁଟିପୁ ତାଲୁକ ନିଲାମ ।
୨. ଆପୁଆ ଚୋର, ଗଞ୍ଜେଇଆ ଭୋଳ, ଧୂଆଁପତୁରିଆ ଘରେ ନିତି ଗୋଳ ।
୩. ଗଞ୍ଜେଇ ନିଶାରେ ମୂଷା ବିରାଡ଼ିକି ଚିହ୍ନି ନପାରିବା ।
୪. ମଦ ଖାଇ ମଦ ବୋଳିହେବା ।
୫. ମଦ ଖାଇବ ବୋଲି କଅଣ ଦେହରେ ବୋଳି ହେବ ?
୬. ନ ଡେଇଁବ କୂଅ, ନ ଖେଳିବ ଜୁଅ ।
No comments:
Post a Comment