ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୩ ଯମକ ବଗ୍ଗ
 |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଅକ୍କୋଛ୍ଛି ମଂ ଅବଧି ମଂ ଅଜିନି ମଂ ଅହାସି ମେ ।
ୟେ ଚ ତଂ ଉପନୟ୍ହନ୍ତି ବେରଂ ତେସଂ ନ ସମ୍ମତି ।୩।
ଆକ୍ରୋଶ କରିଲା ମୋତେ ପ୍ରହାର କରିଲା ।
ପରାଜୟ କଲା ମୋର ହରି ସେ ଯେ ନେଲା ।
ଏମନ୍ତ ବିଚାର ଯାର ଲାଗି ରହି ଥାଏ ।
ବୈର ଭାବ ତାର କେବେ ଶାନ୍ତ ଯେ ନ ହୁଏ ।
No comments:
Post a Comment