Wednesday, May 25, 2016

ଓଡ଼ିଆ ସିନେମା ଗୀତ - 'ଆରତ ସୁର ବାରେ କରେ ମିନତି'


ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=vkahvr_IS68

ଫିଲ୍ମ୍ - ଲକ୍ଷ୍ମୀ (୧୯୬୨)
ପ୍ରଯୋଜନା - କଳିଙ୍ଗ ଫିଲ୍ମସ୍
ସଙ୍ଗୀତ - ବାଳକୃଷ୍ଣ ଦାଶ
ଗୀତ - ସାରଦାପ୍ରସନ୍ନ ନାୟକ
ଗାୟନ - ମହମ୍ମଦ୍ ସିକନ୍ଦର୍ ଆଲାମ୍ 


ଗୀତର ସଙ୍ଗୀତକାର ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ

ଆରତ ସୁରେ ବାରେ କରେ ମିନତିରେ
ଚକାନୟନ ଚାହାଁ ମାଗେ ମାଗୁଣିରେ 
 ଆରତ ସୁରେ ବାରେ କରେ ମିନତିରେ

କଳା କଳା ଦୁଇ ଆଖି
ମନ କେତେ ଖୋଜିଲା
ଉଷା କାଳ ରବି ଛବି
ମନେ ମନେ ହଜିଲା
ଉଷା କାଳ ରବି ଛବି


ସବୁଜ ପଥରେ ଥରେ 
ପାଦ ତୁମେ ଥାପିଲେ 


No comments:

Post a Comment