Saturday, September 23, 2017

ପାଲି ଧମ୍ମପଦ (୬୮) ର ଓଡ଼ିଆ  ପଦ୍ୟାନୁବାଦ

୯ ବାଳବଗ୍ଗୋ (ବାଳ ବର୍ଗ)


ଅଜନ୍ତାର ଚତୁର୍ଥ ଗୁମ୍ଫାରେ ବୋଧିସତ୍ତ୍ୱମାନଙ୍କ ଦ୍ୱାରା ପରିବେଷ୍ଟିତ ବୁଦ୍ଧ
ମହାରାଷ୍ଟ୍ରର ଔରଙ୍ଗାବାଦ (ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ସପ୍ତମ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେଉଁ କାମ କରି ଅନୁତାପ ଲୋଡ଼ା ନାହିଁ
ନିଶ୍ଚିତ ଭାବରେ ତାହା କର୍ତ୍ତବ୍ୟ ଅଟଇ ।

ବିପାକ ଫଳକୁ ଯା' ପ୍ରସନ୍ନଚିତ୍ତ ହୋଇ
ଉତ୍ତମ ମନରେ ଭୋଗ କରିତେ ପଡ଼ଇ ।୯। 

ତଞ୍ଚ କମ୍ମଂ କତଂ ସାଧୁ ଯଂ କତ୍ୱା ନାନୁତପ୍ପତି ।
ଯସ୍ସ ପତୀତୋ ସୁମନୋ ବିପାକଂ ପଟିବେସତି ।୯।

ତତ୍ ଚ କର୍ମ୍ମ କୃତଂ ସାଧୁ ୟତ୍ କୃତ୍ୱା ନାନୁତପ୍ୟତେ ।
ୟସ୍ୟ ପ୍ରତୀତଃ ସୁମନା ବିପାକଂ ପ୍ରତିସେବତେ ।୯।

No comments:

Post a Comment