ପାଲି ଧମ୍ମପଦର ଓଡ଼ିଆ ପଦ୍ୟାନୁବାଦ - ୧୭ ଓ ୧୮ ଯମକ ବଗ୍ଗ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
୧୭ ଯମକ ବଗ୍ଗ
ଇଧ ତପ୍ପତି ପେଚ୍ଚ ତପ୍ପତି ପାପକାରୀ ଉଭୟତ୍ଥ ତପ୍ପତି
ପାପଂ ମେ କତନ୍ତି ତପ୍ପତି ଭୀୟ୍ୟୋ ତପ୍ପତି ଦୁଗ୍ଗତିଙ୍ଗତୋ ।୧୭।
ଇହ, ପର ଲୋକେ ପାପକାରୀ ଅନୁତପ୍ତ
"ମୁଁ ପାପ କରିଛି" ବୋଲି ହୁଏ ସେ ଦୁୂର୍ଗତ ।୧୭।
୧୮ ଯମକ ବଗ୍ଗ
ଇଧ ନନ୍ଦତି ପେଚ୍ଚ ନନ୍ଦତି କତପୁଞ୍ଯୋ ଉଭୟତ୍ଥ ନନ୍ଦତି
ପୁଞ୍ଯ ମେ କତନ୍ତି ନନ୍ଦତି ଭୀୟ୍ୟୋ ନନ୍ଦତି ସୁଗ୍ଗତିଙ୍ଗତୋ ।୧୮।
ଇହ, ପର ଲୋକେ ପୂଣ୍ୟକାରୀ ଆନନ୍ଦିତ
"ମୁଁ ପୁଣ୍ୟ କରିଛି" ବୋଲି ହୁଏ ସେ ସୁର୍ଗତ । ୧୮।
No comments:
Post a Comment