Wednesday, July 06, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୮ ଯମକ ବଗ୍ଗ 



ବୌଦ୍ଧ ତ୍ରିରତ୍ନ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଅସୁଭାନୁପସ୍ସିଂ ବିହରନ୍ତଂ ଇନ୍ଦ୍ରିୟେସୁ ସୁସଂବୁତଂ ।
ଭୋଜନମ୍ହି ମତ୍ତଞ୍ଜୁଂ ସଦ୍ଧଂ ଆରଦ୍ଧବୀରିୟଂ । 
ତଂ ବେ ନ ପ୍ପସହତି ମାରୋ ବାତୋ ସେଳଂ'ବ ପଦ୍ଧତଂ ।୮।

କାମଗୁଣେ ଅଶୁଭକୁ ଦେଖି ଯେ ବିହରେ ।
ସଞ୍ଜତ ଭାବରେ ସ୍ଥିତ ନିଜ ଇନ୍ଦ୍ରିୟରେ ।।

ଭୋଜନରେ ମାତ୍ରାଜ୍ଞାନ ଯେବେ ଯଦି ଥାଇ ।
ଶ୍ରଦ୍ଧାଳୁ, ଉଦ୍ୟମଶୀଳ ନିଶ୍ଚିତ ଅଟଇ ।।

ମାର ନ କରି ପାରଇ କିଛି ହିଁ ତାହାର ।
ପବନ ଯେପରି ହଲାଇ ନ ପାରେ ଅଚଳ ।।

No comments:

Post a Comment