Thursday, July 07, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୯ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଅନିକ୍କସାବୋ କାସାବଂ ଯୋ ବତ୍ଥଂ ପରିଦହେସ୍ସତି 
ଅପେତୋ ଦମସଚ୍ଚେନ ନ ସୋ କାସାବମରହତି ।୯।

ମନୁ କଷାୟ ଦୋଷ ନକରି ଦୂରୀଭୂତ 
ଇନ୍ଦ୍ରିୟ ନ ଦମି ଯିଏ ସତ୍ୟରେ ରହିତ ।

କଷାୟ ବସନ ଯେହୁ କରେ ପରିଧାନ 
ଯୋଗ୍ୟତା ନାହିଁ ତାହାରେ କାନ୍ତ ଆଚ୍ଛାଦନ ।

No comments:

Post a Comment