Sunday, July 03, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 

ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଜାଣିଲେ ପରୀକ୍ଷା କରି ଏବେ ଦେବ ଯମ
ନଚିକେତା ହୃଦ-ନିଷ୍ଠା ବୈରାଗ୍ୟ ସଞ୍ଜମ ।

ଉପଯୁକ୍ତ ଶିଷ୍ୟ ବୋଲି ବୁଝି ଦଣ୍ଡଧାରୀ
ବିଦ୍ୟା-ଅବିଦ୍ୟାର ତତ୍ତ୍ୱ କହିଲେ ବିସ୍ତାରୀ ।

"ବ୍ରହ୍ମବିଦ୍ୟା କହେ ତେବେ ଶୁଣ ନଚିକେତ !
ଯେ ନିଗମ ତତ୍ତ୍ୱଜ୍ଞାନ ତବ ଅଭିପ୍ରେତ । (ନ.ଉ. ୧।୨।୯)

No comments:

Post a Comment