ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୬
 |
ଆର୍ମେନୀୟ ଜୀବନ ବୃକ୍ଷ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଓଁକାରେ ସାକ୍ଷାତ ବ୍ରହ୍ମ, ବ୍ରହ୍ମ ପ୍ରତ୍ୟାକାର ।
ଯେ ଉତ୍ତମ ଅଧିକାରୀ ଓଁ କାର ସ୍ମରଣେ
ବ୍ରହ୍ମର ପ୍ରତ୍ୟକ୍ଷ ରୂପ ଆପଣାକୁ ମଣେ ।
ଓଁକାରେ ବ୍ରହ୍ମରୂପ କରି ଆରୋପଣ
ଅଳ୍ପ ଅଧିକାରୀ ଜନ କରିବ ଭାଜନ ।
ଓଁକାର ପରମ ବ୍ରହ୍ମ ଓଁକାର ଅପର, (ନ.ଉ. ୧।୨।୧୪)
No comments:
Post a Comment