Friday, July 08, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୦ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଯୋ ଚ ବନ୍ତକସାବସ୍ସ ସୀଳେସୁ ସୁସମାହିତୋ ।
ଉପେତୋ ଦମସଚ୍ଚେନ ସ ବେ କାସାବମରହତି ।୧୦।

ମନରୁ କଷାୟ ଦୋଷ କରି ଦୂରୀଭୂତ 
ଯେଉଁ ନର ଅଟଇ ଶୀଳେ ସୁସମାହିତ ।

ସଞ୍ଜମ କରଇ ଥାଇ ସତ୍ୟଗୁଣେଯୁକ୍ତ 
କଷାୟ ଅଧିକାରୀ ସେ ଅଟଇ ଉଚିତ ।

No comments:

Post a Comment