Monday, July 11, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୧ ଯମକ ବଗ୍ଗ 




ଅସାରେ ସାରମତିନୋ ସାରେ ଚାସାରଦସ୍ୱିନୋ 
ତେ ସାରଂ‌ ନାଧିଗଚ୍ଛନ୍ତି ମିଥ୍ୟାସଂକଳ୍ପଗୋଚରାଃ । 

ଅସାର ବସ୍ତୁକୁ ଯିଏ ମଣେ ସାର ବୋଲି  
ସାର ବସ୍ତୁକୁ ପୁଣି ଦେଖେ ଅସାର ଭଳି ।

ମିଥ୍ୟା ସଂକଳ୍ପରେ ସେହୁ ବଶୀଭୂତ ହୋଇ 
ସାର ବସ୍ତୁକୁ କଦାପି ନ ପାଇ ପାରଇ ।

No comments:

Post a Comment