Living in Bhubaneswar
Monday, January 25, 2016
ଭଜନ - ଓଲଟ ବୃକ୍ଷେ ଖେଳୁଛି
ଗାୟକ - ଅକ୍ଷୟ ମହାନ୍ତି
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=UzvrNpkxM0o
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା ।
ଅଠା କାଠି ପଞ୍ଜୁରୀରେ ନ ପଡ଼େ ଧରା ।।
ସେ ପାରାର ଡେଣା ନାହିଁ ଲକ୍ଷେ ଯୋଜନ ଉଡ଼ଇ ।
ଜଳ ଫଳ ନ ଭୁଞ୍ଜଇ ଅଟେ ଅମରା ।।
ପାରା ଅଛି ଯେଉଁଠାରେ କେହି ତା ଦେଖି ନ ପାରେ ।
ଶୀତଳ କ୍ରୋଟ ଛାୟାରେ ନ ପଡ଼େ ଖରା ।।
ପାରା ଯେବେ ଯିବ ଉଡ଼ି ବୃକ୍ଷ ପଡ଼ିବ ଉପୁଡ଼ି ।
ଦାସ ରାଧୁ ବୋଲେ ଭଜ ଦୁଃଖ ପାସୋରା ।।
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment