Living in Bhubaneswar
Wednesday, January 13, 2016
ଭଜନ - ବିଶ୍ୱ ଜୀବନ ହେ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ଗାୟକ - ବାଣୀ ଜୟରାମ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=sqxIsAfBpRI
ବିଶ୍ୱଜୀବନ ହେ ତୁମ୍ଭକୁ କରୁଣାସିନ୍ଧୁ
ବୋଲିବାକୁ ମନ ବୋଲୁ ନାହିଁ ଯେଣୁ
ସିନ୍ଧୁ ତୁମ୍ଭ କୃପା ବିନ୍ଦୁ ।
ତୁମ୍ଭ ଭଜନରେ ହେବି ନାହିଁ ନାଥ ମାଳା ଜପିବାକୁ ବାଧ୍ୟ
କୋଟି କୋଟି ଗ୍ରହ କଣ୍ଠି ସେ ମାଳାର
କେ ଜପି କରିବ ସାଧ୍ୟ ।
ଦେଇ ନାହଁ ବଳ ପାଦଧୂଳି ଧରି ପାରିବ ନାହିଁ ମୋ ମୁଣ୍ଡ
କୋଟି କୋଟି ରବି ଧୂଳି ରୂପେ ତୁମ୍ଭ
ପାଦେ ହୋଇଛନ୍ତି ରୁଣ୍ଡ ।
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment