Living in Bhubaneswar
Wednesday, January 13, 2016
ଭଜନ - ହରି ନାମେ କି ରସ ଅଛି
ଗାୟକ - ଶ୍ରୀ ରଘୁନାଥ ପାଣିଗ୍ରାହୀ
ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=o6MAcpvG-9s
(ମାତ୍ର ୫୧ ସେକେଣ୍ଡ୍)
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍
ହରି ନାମେ କି ରସ ଅଛି
ପାନ କଲା ଲୋକ ସିନା ଜାଣୁଛି ।
ଶୂନ୍ୟରୂ ପବନ ପବନରୁ ନାଦ ନାଦରୁ ବିନ୍ଦୁ ଜନମ ହୋଇଛି
ବିନ୍ଦୁ ମଧ୍ୟେ ଜଳ ଜଳ ମଧ୍ୟେ କ୍ଷିତି କ୍ଷିତି ପରେ ଯାର ଲୀଳା ଲାଗିଛି ।
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment