Wednesday, November 11, 2015

                   ଶ୍ରୀ ରମଣ ମହର୍ଷିକୃତ ଉପଦେଶ ସାର - ଶ୍ଲୋକ ୧୩





ଶ୍ଲୋକ ୧୩


ଲୟ ବିନାଶନେ ଉଭୟ ରୋଧନେ ।
      ଲୟଗତଂ ପୁନର୍ଭବତି ନୋ ମୃତମ୍ । ୧୩ ।


ପଦଚ୍ଛେଦ


ଲୟ ବିନାଶନେ - ଲୟ ଓ ବିନାଶ
ଉଭୟରୋଧନେ - ଉଭୟଙ୍କର ରୋଧନ ଦ୍ୱାରା
ଲୟଗତଂ - ଲୟ ହୋଇଥିବା
ପୁନଃ - ଆଉଥରେ
ଭବତି - ଫେରେ 
ନୋ - ନାହିଁ
ମୃତମ୍ - ନଷ୍ଟ ହୋଇଥିବା  


ପଦ୍ୟାନୁବାଦ


ପ୍ରାଣ ଓ ମନର ନିରୋଧେ ।
ମନର ଲୟ, ନାଶ ସାଧେ ।।
ଲୟ ହୋଇଲେ ଫେରେ ମନ।
ନାଶରେ ମରଣ ସାଧନ ।।

No comments:

Post a Comment