Living in Bhubaneswar

Thursday, October 15, 2015

ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା 


ଗାୟକ - ଅକ୍ଷୟ ମହାନ୍ତି 


ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Mtn5ohjTlZU



ଗାୟକ ଅକ୍ଷୟ ମହାନ୍ତି : ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍

ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା 
ଅଠା କାଠି ପଞ୍ଜୁରୀରେ ନ ପଡେ ଧରା ।

ସେ ପାରାର ଡେଣା ନାହିଁ 
ଲକ୍ଷେ ଯୋଜନ ଉଡଇ
ଜଳ ଫଳ ନ ଭୁଞ୍ଜଇ ଅଟେ ଅମରା ।

ପାରା ଅଛି ଯେଉଁ ଠାରେ 
କେହି ତା ଦେଖି ନ ପାରେ 
ଶୀତଳ କ୍ରୋଟ୍ର  ଛାୟାରେ ନ ପଡେ ଖରା ।

ପାରା ଯେବେ ଯିବ ଉଡି
ବୃକ୍ଷ ପଡିବ ଉପୁଡି 
ଦାସ ରାଧୁ ବୋଲେ ଭଜ ଦୁଃଖ ପାସୋରା ।
Posted by livinginbhubaneswar at 22:50
Email ThisBlogThis!Share to XShare to FacebookShare to Pinterest
Labels: ପ୍ରାକ-ବ୍ରିଟିଶ ଓଡ଼ିଆ ସାହିତ୍ୟ

No comments:

Post a Comment

Newer Post Older Post Home
Subscribe to: Post Comments (Atom)

About Me

My photo
livinginbhubaneswar
"Living in Bhubaneswar' (LIB) is a blog run by 'Centre for Human Sciences Bhubaneswar' (CHSB), a Trust. The Centre's aims include archiving the socio-cultural heritage of Odisha. "Living in Bhubaneswar" is a part of CHSB's work on contributing towards developing digital interfaces for Odia language. LIB covers topics related to the human sciences, the spiritual heritage of Odisha and India, Odia books, Odia food cultures, quotidian life in Odisha's cities, Odia popular culture, contemporary history of Odisha, and everything in between. Stay tuned.
View my complete profile

Labels

  • ଅନୁବାଦ ସାହିତ୍ୟ (213)
  • ଆଧ୍ୟାତ୍ମିକ ସାହିତ୍ୟ (203)
  • ପ୍ରବନ୍ଧ ସାହିତ୍ୟ (198)
  • ଖାଦ୍ୟ ସଂସ୍କୃତି (119)
  • ପ୍ରାକ-ବ୍ରିଟିଶ ଓଡ଼ିଆ ସାହିତ୍ୟ (119)
  • ଲୋକ ଗୀତ ଓ ଢଗଢମାଳୀ (119)
  • ଆଧୁନିକ ଓଡ଼ିଆ ସାହିତ୍ୟ (114)
  • ଗୀତ ଓ କବିତା (89)
  • ସିନେମା ଓ ଆଧୁନିକ ଗୀତ (83)
  • ଶିଶୁ ସାହିତ୍ୟ (61)
  • ଓଡ଼ିଶାର ଇତିହାସ (57)
  • ପିଲାଙ୍କ ପାଠ (35)
  • ନାନାଦି (18)
  • ଫଟୋ ଫିଚର (16)
  • ସମୀକ୍ଷା (11)
  • ଭଜନ (8)
  • ଗୀତ ଓ ଢଗଢମାଳୀ (6)
  • ପାରମ୍ପରିକ ଓଡ଼ିଶୀ ସଙ୍ଗୀତ (5)

Blog Archive

  • ►  2020 (20)
    • ►  October (1)
    • ►  September (1)
    • ►  August (1)
    • ►  July (4)
    • ►  June (2)
    • ►  May (1)
    • ►  April (2)
    • ►  March (4)
    • ►  February (2)
    • ►  January (2)
  • ►  2019 (65)
    • ►  December (2)
    • ►  November (2)
    • ►  October (2)
    • ►  September (2)
    • ►  August (2)
    • ►  July (5)
    • ►  June (4)
    • ►  May (5)
    • ►  April (5)
    • ►  March (8)
    • ►  February (15)
    • ►  January (13)
  • ►  2018 (180)
    • ►  December (11)
    • ►  November (10)
    • ►  October (13)
    • ►  September (11)
    • ►  August (17)
    • ►  July (17)
    • ►  June (15)
    • ►  May (16)
    • ►  April (15)
    • ►  March (17)
    • ►  February (15)
    • ►  January (23)
  • ►  2017 (472)
    • ►  December (17)
    • ►  November (15)
    • ►  October (16)
    • ►  September (34)
    • ►  August (62)
    • ►  July (45)
    • ►  June (40)
    • ►  May (49)
    • ►  April (44)
    • ►  March (50)
    • ►  February (32)
    • ►  January (68)
  • ►  2016 (513)
    • ►  December (48)
    • ►  November (55)
    • ►  October (44)
    • ►  September (46)
    • ►  August (51)
    • ►  July (46)
    • ►  June (21)
    • ►  May (55)
    • ►  April (55)
    • ►  March (46)
    • ►  February (15)
    • ►  January (31)
  • ▼  2015 (173)
    • ►  December (39)
    • ►  November (35)
    • ▼  October (31)
      • ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ କବି - ବନମାଳୀ ଦ...
      • ଜୟ ଜଗନ୍ନାଥ ହେ ଯଶୋଦା କୁମର  କବି - ବନମାଳୀ ଦାସ ...
      • କେତେ ଛନ୍ଦ ଜାଣେ ଲୋ ସହି  କବି - ବନମାଳୀ ଦାସ  ...
      •  ଜଗନ୍ନାଥ ହେ କିଛି ମାଗୁନାହିଁ ତତେ  କବି - ବନମାଳୀ ...
      • ବନମାଳୀ ଭଜନ - ଦୀନବନ୍ଧୁ ଦଇତାରୀ  ଗାୟକ - ଅକ୍ଷୟ ମହ...
      • ଶ୍ରୀ ବନମାଳୀ ଦାସ କୃତ ଭଜନ : ମଣିମା ହେ ଏତିକି ମାଗୁଣି ...
      • ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପ...
      • ପ୍ରଫେସର୍ କଳବର୍ଗୀଙ୍କର ହତ୍ୟା : ଆମର ମାନବବାଦ ଓ ତାଙ୍କ...
      • ଫିଲ୍ମି ଦୁର୍ଗା ଭଜନ  ଭଜନର ୟୁଟ୍ୟୁବ୍ ଲିଙ୍କ୍ - ...
      • ଗୁଲଜାର୍ କୃତ କବିତା ହାୱା ମହଲ୍ (ଜୟପୁର୍) ଅନୁବାଦ -...
      • ମାର୍କସ୍ ଅରିଲସ୍  ବିଚାରମାଳା ପ୍ରଥମ ଖଣ୍ଡ - ୧୪ ...
      • ଶ୍ରୀ ରମଣ ମହର୍ଷିକୃତ ଉପଦେଶ ସାରଶ୍ଲୋକ ୧୨ ଶ୍...
      • ଓଡିଆ କାହିଁକି ଦରିଦ୍ର? ଲେଖକ – ଗୋପବନ୍ଧୁ ଦାସ ...
      • କଳା କଳେବର କହ୍ନାଇ କବି – ଭକ୍ତ ଦାସ ଭଜନର ୟୁଟ...
      • ଧର୍ମ, ଜନସଂଖ୍ୟା ଓ ପରିସଂଖ୍ୟାନର ଖେଳ ଗତ ୨୬....
      • ସମ୍ବଲପୁରୀ ଭଜନ - ହାଏ କୃଷ୍ଣ ହାଏ କୃଷ୍ଣ  ଗାୟକ - ଜିତ...
      • ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପ...
      • ଓଲଟ ବୃକ୍ଷେ ଖେଳୁଛି ଲୋଟଣି ପାରା  ଗାୟକ - ଅକ୍ଷୟ ମ...
      • ପିଲାଙ୍କ ଜନ୍ମଦିନ ପାର୍ଟି  ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ...
      • ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ   କବି - ଗୁଲଜାର୍ ଅନୁବାଦ...
      • ଫତୁରାନନ୍ଦ କୃତ ଭାଙ୍ଗ ଗୀତ  ଫଟୋ କ୍ରେଡିଟ୍ - ୱି...
      • ମାର୍କସ୍ ଅରିଲସ୍  ବିଚାରମାଳା ପ୍ରଥମ ଖଣ୍ଡ - ୧୧,...
      • ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୧୧ ଶ୍...
      • ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପ...
      • ଜାଗାକୁ ନେଇ ଓଡିଆ ଢଗ ଢମାଳି  ଉତ୍ସ - ଶ୍ରୀ ଚକ୍ରଧର ...
      • ପ୍ଲୁଟୋ  କବି - ଗୁଲଜାର୍  ଅନୁବାଦକ - ଭରଦ୍ୱାଜ ପ...
      • ଏକ ନମ୍ବର ହାଟ, ଭୁବନେଶ୍ୱର : ଗୋଟିଏ ଫଟୋ ଏସେ  ଶ୍ରୀ...
      • ଶ୍ରୀ ରାମକୃଷ୍ଣ ନନ୍ଦ କୃତ ଆହେ ଦୟାମୟ ବିଶ୍ୱବିହାରୀ ...
      • ମାର୍କସ୍ ଅରିଲସ୍  ବିଚାରମାଳା ପ୍ରଥମ ଖଣ୍ଡ - ୧୦ ...
      • ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପ...
      • ପୁରୀର ଭାଙ୍ଗ ବୋଲି  ଉତ୍ସ - ସିଦ୍ଧେଶ୍ୱର ମହାପାତ୍...
    • ►  September (29)
    • ►  August (27)
    • ►  July (12)
Powered by Blogger.