Thursday, October 01, 2015

ପୁରୀର ଭାଙ୍ଗ ବୋଲି 



ଉତ୍ସ - ସିଦ୍ଧେଶ୍ୱର ମହାପାତ୍ର କୃତ 'ପୁରୀ ବୋଲି' । ପ୍ରକାଶକ - ଓଡିଶା ସାହିତ୍ୟ ଏକାଡେମୀ । 




ବୋଲି - ୧


ପାନରୁ କଳେ, ଭାଙ୍ଗରୁ ଚଳେ,
ତେବେ ସେ ମଳ ପଡିବ ତଳେ ।


ବୋଲି - ୨


ରକ୍ତ ଚକ୍ଷୁ ଯାହାର, 
ରାଜଲକ୍ଷଣ ତାହାର । 
ଯେବେ ନୁହେଁ ସେ ରାଜ ଲକ୍ଷଣ, 
ତେବେ ସେ ଜାଣ ଗଞ୍ଜେଇ ଭକ୍ଷଣ । 

ବୋଲି - ୩


ଭାଙ୍ଗ୍ ଭଲା ଜବ୍ ଥୋ଼ଡାସା ଖାଇ ।
ସାଙ୍ଗ୍ ଭଲା ଜବ୍ ହାଁକ୍ ସେ ଯାଇ  ।
ମର୍ଦ୍ ଭଲା ଜବ୍ ରୋଜ୍ କମାଇ    ।

ବୋଲି - ୪


ଜଟାଜୁଟି ବାଟି ମରିଚ ପରିପାଟୀ ହିମରସେ
ଏ ଢାଳଂ ସେ ଢାଳଂ ସ୍ଫୁଟିତ ଚକ୍ରିତାଳଂ ପ୍ରପିବତେ ।
ନିଶାୟାଂ ନିଶାୟାଂ ସରସ ରସଗୋଲା ବୁଭୁକ୍ଷିତେ 
ତଦନ୍ତେ ନାରିଣାଂ କୁଚକଳସ ଦ୍ୱୟେ ବିହରତେ ।

No comments:

Post a Comment