Saturday, October 03, 2015

ମାର୍କସ୍ ଅରିଲସ୍ 

ବିଚାରମାଳା ପ୍ରଥମ ଖଣ୍ଡ - ୧୦


ଫଟୋ କ୍ରେଡିଟ୍ - ୱିକିମିଡିଅ କମନସ୍

ସମୀକ୍ଷକ ଆଲେକ୍ଜାଣ୍ଡାର୍ ମୋତେ ଅଯଥା ଦୋଷଦର୍ଶୀ ନ ହେବା ପାଇଁ କିପରି ସଚେତନ ରହିବ, ସେକଥା ଶିଖାଇଲେ । ସେ ଏକଥା ଶିଖାଇଲେ ଯେ ଖରାପ ବ୍ୟାକରଣ, ପ୍ରାଦେଶିକତା, ଭୁଲ ଉଚ୍ଚାରଣ ଇତ୍ୟାଦି ପାଇଁ ଲୋକଙ୍କର କଟୁତାର ସହିତ ସଂଶୋଧନ କରିବା ଅନୁଚିତ । ସଠିକ ଅଭିବ୍ୟଞ୍ଜନ, କୁଶଳତାର ସହିତ ନିଜର ଉତ୍ତରରେ, କିମ୍ବା ତାଙ୍କର ଭାବନା ସହିତ ସହମତି ବ୍ୟକ୍ତ କରୁଥିବା ସମୟରେ, ଅବା ସେହି ବିଷୟରେ ଏକ ବନ୍ଧୁତ୍ତ୍ୱପୂର୍ଣ ଆଲୋଚନାରେ (ଶବ୍ଦ ବିନ୍ୟାସ ବିଷୟରେ ନୁହେଁ), କିମ୍ବା ଅନ୍ୟ କୌଣସି ଉପଯୁକ୍ତ ଉପାୟରେ ପ୍ରଦର୍ଶିତ କରାଯାଇପାରେ । 





No comments:

Post a Comment