ଓଡ଼ିଆ ସିନେମା ଗୀତ - 'ଚକୋରୀ ଝରାନା ଲୁହ'
ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=7F-_1Cfo2XE
![]() |
ଜୋଛନାରେ ବୁଲୋନ ବନ୍ଦରର ଦୃଶ୍ୟ ଫରାସୀ ଚିତ୍ରକର ଏଡୁଆଡ଼ ମାନେ (୧୮୩୨-୧୮୮୩) |
ଚକୋରୀ ଝରାନା ଲୁହ
ଜୋଛନା ରାତେ
ଜୋଛନା ରାତେ
ଏ ନଦୀର ଯେତେ ନୀର
ହୁଏ ଯଦି ଆଖି ଲୁହ
ତଥାପି ଭିଜିବ ନାହିଁ ଦୁନିଆ ଦେହ
ଆଉ ତୁମେ ରହିଯିବ
ଚିରଦିନ ବିରହିଣୀ
ନବନୀତ ତରଳା
ଏ ଜ୍ୟୋତ୍ସ୍ନା ରାତିରେ
ଅତୀତର ଅଭିଶାପ
ଆଜି କା'ରେ ଭୁଲିଯାଅ
ଏକଥା ପଚାରେ କିଏ
ଦୁନିଆ ପରେ
ଉଡ଼ିଯାଅ ସେପାରିରେ
ଡାକିନେଇ ଚକୋରରେ
ନରକର ମନଲୋଭା
କୁସୁମିତ ପଥେ
ଚକୋରୀ ଧରାନା ଲୁହ
ଜୋଛନା ରାତେ
ଜୋଛନା ରାତେ
ଜୋଛନା ରାତେ
ଜୋଛନା ରାତେ
ଏ ନଦୀର ଯେତେ ନୀର
ହୁଏ ଯଦି ଆଖି ଲୁହ
ତଥାପି ଭିଜିବ ନାହିଁ ଦୁନିଆ ଦେହ
ଆଉ ତୁମେ ରହିଯିବ
ଚିରଦିନ ବିରହିଣୀ
ନବନୀତ ତରଳା
ଏ ଜ୍ୟୋତ୍ସ୍ନା ରାତିରେ
ଅତୀତର ଅଭିଶାପ
ଆଜି କା'ରେ ଭୁଲିଯାଅ
ଏକଥା ପଚାରେ କିଏ
ଦୁନିଆ ପରେ
ଉଡ଼ିଯାଅ ସେପାରିରେ
ଡାକିନେଇ ଚକୋରରେ
ନରକର ମନଲୋଭା
କୁସୁମିତ ପଥେ
ଚକୋରୀ ଧରାନା ଲୁହ
ଜୋଛନା ରାତେ
ଜୋଛନା ରାତେ
No comments:
Post a Comment