Living in Bhubaneswar
Saturday, August 08, 2015
ଶ୍ରୀ ରମଣ ମହର୍ଷି କୃତ ଉପଦେଶ ସାର ଶ୍ଲୋକ - ୪
ଶ୍ଲୋକ
କାୟବାଙ୍ ମନଃ କାର୍ୟମୁତ୍ତମମ୍ ।
ପୂଜନଂ ଜପଶ୍ଚିନ୍ତନଂ କ୍ରମାତ୍ । ।
ପଦଚ୍ଛେଦ
କାୟ – ଶରୀର
ବାଙ୍ – ବାକ୍
ମନଃ – ମନ
କାର୍ୟମ୍ – କାର୍ଯ୍ୟ
ଉତ୍ତମ – ଉତ୍ତମ
ପୂଜନମ୍ – ପୂଜା
ଜପଃ – ଜପ
ଚିନ୍ତନମ୍ – ଚିନ୍ତନ
କ୍ରମାତ୍ – କ୍ରମାନ୍ୱୟରେ
ପଦ୍ୟାନୁବାଦ
ଶରୀରକୃତ ପୂଜାଠାରୁ
ବାଚିକ ଜପ ଅଟେ ଗୁରୁ ।
ତହିଁରୁ ଚିନ୍ତନ ଉତ୍ତମ
କାୟବାଙ୍ମନ ଏହି କ୍ରମ ।।
ୟୁଟ୍ୟୁବ୍ ରେ
ଉପଦେଶ ସାର ର ପାରାୟଣର ଏକ ଲିଙ୍କ୍ -
https://www.youtube.com/watch?v=_JmWFkTZAMc
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment