Tuesday, August 04, 2015

ଅନନ୍ତ ବାସୁଦେବ ମନ୍ଦିରର ଅବଢା

ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ





ଓଲ୍ଡ୍ ଟାଉନର ଅନନ୍ତ ବାସୁଦେବ ମନ୍ଦିରର ଅବଢା ଖାଇ ନଥିବେ, ଭୁବନେଶ୍ୱରରେ ଏପରି ଲୋକଙ୍କର ସଂଖ୍ୟା ନିଶ୍ଚିତ ଭାବରେ ହାତଗଣତି । ପୁରୀର ମହାପ୍ରସାଦ ଛଡା ବୋଧେହୁଏ ଅନନ୍ତ ବାସୁଦେବ ମନ୍ଦିରର ପ୍ରସାଦ ସବୁଠାରୁ ପ୍ରସିଦ୍ଧ । ସୁଆଦ ମଧ୍ୟ ଭଲ । ବ୍ରତଘର, ଶୁଧଘର ସବୁଥିରେ ଭୁବନେଶ୍ୱରିଆମାନେ ଏହାକୁ ଖାଇବା ପାଇଁ ଆଉ ଖୁଏଇବା ପାଇଁ ଭଲ ପାଆନ୍ତି । ଆମେ ମହାପ୍ରସାଦର ଚାରିପଟେ ଘଟୁଥିବା ପୁରୁଣା ଭୁବନେଶ୍ୱରର କିଛି ଘଟଣାବଳୀର ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ ନେଇଥିବା କିଛି ଫଟୋର ଭିତ୍ତିରେ ଏକ ଫଟୋ ଏସେ ଏଠାରେ ଦିଆଗଲା । 





















No comments:

Post a Comment