କେନୋପନିଷଦ୍
ଓଁମ୍ ତତ୍ସବ୍ରହ୍ମଣେ ନମଃ
![]() |
ଫଟେ କ୍ରେଡିଟ୍ - ୱିକିମିଡିଆ କମନସ୍ |
ମନ୍ତ୍ରାର୍ଥ, ଶଙ୍କର ଭାଷ୍ୟ ଓ ଅନୁବାଦ ସହ
ସମ୍ବନ୍ଧ ଭାଷ୍ୟ
ପଦ ଭାଷ୍ୟ
ପ୍ରାଗେତସ୍ମାତ୍କର୍ମାଣି ଅଶେଷତଃ ପରିସମାପିତାନି, ସମସ୍ତକର୍ମାଶ୍ରୟଭୂତସ୍ୟ ଚ ପ୍ରାଣସ୍ୟୋପାସନାନ୍ୟୁକ୍ତାନି, କର୍ମାଙ୍ଗସାମୱିଷୟାଣି ଚ । ଅନନ୍ତରଂ ଚ ଗାୟତ୍ରସାମୱିଷୟଂ ଦର୍ଶନଂ ୱଂଶାନ୍ତମୁକ୍ତଂ କାର୍ୟମ୍ ।
ଅନୁବାଦ
ଏହା ପୂର୍ବରୁ ସମ୍ପୂର୍ଣ କର୍ମ ମାନଙ୍କର ପ୍ରତିପାଦନର ସମ୍ୟକରୂପରେ ସମାପ୍ତି କରାଯାଇଅଛି । ତଥା ସମସ୍ତ କର୍ମମାନଙ୍କର ଆଶ୍ରୟଭୂତ ପ୍ରାଣର ଉପାସନା ଓ କର୍ମର ଅଙ୍ଗଭୂତ ସାମୋପାସନାର ବର୍ଣନା କରାଯାଇଅଛି । ତାହା ପରେ ଯାହା ଗାୟତ୍ରସାମ ବିଷୟର ବିଚାର ଓ ଶିଷ୍ୟପରମ୍ପରାରୂପ ବଂଶର ବର୍ଣନାରେ ସମାପ୍ତ ହେଉଥିବା ଗ୍ରନ୍ଥଦ୍ୱାରା କୁହାଯାଇଅଛି, ତାହା କାର୍ଯ୍ୟରୂପ ବସ୍ତୁର ହିଁ ବର୍ଣନା ଅଟେ ।
No comments:
Post a Comment