ପାଲି ଧର୍ମପଦ (୮୬) ର ଓଡ଼ିଆ ପଦ୍ୟାନୁବାଦ
୧୧ ପଣ୍ଡିତ ବର୍ଗ
![]() |
ସଦ୍ଧର୍ମ ପୁଣ୍ଡରିକ ସୁତ୍ରରେ ଅଳଙ୍କରଣରେ ବ୍ୟବହୃତ ମଣ୍ଡଳ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ସମ୍ୟକ ଭାବେ ଆଖ୍ୟାତ ଅଟେ ଯେଉଁ ଧର୍ମ ।
ତାହାର ଧର୍ମାନୁବର୍ତ୍ତି ହୁଅନ୍ତି ଯେ ଜନ ।।
ସୁଦୁସ୍ତର ମୃତ୍ୟୁର ଆବାସ ଯେଉଁ ଭୂମି ।
ସେହିମାନେ ତାହାକୁ ଯାଆନ୍ତି ଅତିକ୍ରମି ।୧୧।
ଯେ ଚ ଖୋ ସମ୍ମଦକ୍ଖାତେ ଧମ୍ମେ ଧମ୍ମାନୁବତ୍ତିନୋ ।
ତେ ଜନା ପାରମେସ୍ସନ୍ତି ମଚ୍ଚୁଧେୟ୍ୟଂ ସୁଦୁତ୍ତରଂ ।୧୧।
ୟେ ଚ ଖଳୁ ସମ୍ୟଗାଖ୍ୟାତେ ଧର୍ମ୍ମେ ଧର୍ମ୍ମାନୁବର୍ତ୍ତିନଃ ।
ତେ ଜନାଃ ପାରମେଷ୍ୟନ୍ତି ମୃତ୍ୟୁଧେୟଂ ସୁଦୁସ୍ତରମ୍ ।୧୧।
No comments:
Post a Comment