ପାଲି ଧର୍ମପଦ (୮୨) ର ଓଡ଼ିଆ ପଦ୍ୟାନୁବାଦ
୭ ପଣ୍ଡିତ ବର୍ଗ
![]() |
ଫଟୋ କ୍ରେଡ଼ିଟ୍ - ୱିିକିମିଡିଆ କମନ୍ସ୍ |
ଗମ୍ଭୀର ସର ଯେ ଆବିଳତା ବିରହିତ
ରହିଥାଏ ଯେହୁପରି ପ୍ରସନ୍ନ ଓ ଶାନ୍ତ ।
ଧର୍ମ ବିଷୟ ଶ୍ରବଣେ ଯେ ପଣ୍ଡିତଗଣ,
ହୁଅନ୍ତି ସେ ସେହି ପରି ଅତୀବ ପ୍ରସନ୍ନ ।
ଯଥାପି ରହଦୋ ଗମ୍ଭୀରୋ ବିପ୍ପସନ୍ନୋ ଅନାବିଳେ ।
ଏବଂ ଧମ୍ମାନି ସୁତ୍ୱାନ ବିପ୍ପସୀଦନ୍ତି ପଣ୍ଡିତା ।୭।
ୟଥା ହ୍ରଦୋ ଗମ୍ଭୀରୋ ବିପ୍ରସନ୍ନଃ ଅନାବିଳାଃ ।
ଏବଂ ଧର୍ମ୍ମାନ୍ ଶୃତ୍ୱା ବିପ୍ରସୀଦନ୍ତି ପଣ୍ଡିତାଃ ।୭।
No comments:
Post a Comment