ପାଲି ଧର୍ମପଦ (୮୪) ର ଓଡ଼ିଆ ପଦ୍ୟାନୁବାଦ
୯ ପଣ୍ଡିତ ବର୍ଗ
![]() |
ସିକ୍କିମରେ ସ୍ଥିତ ବୁଦ୍ଧ ପାର୍କରେ ଶାକ୍ୟମୁନିଙ୍କର ପ୍ରତିମା (ୱିକିମିଡିଆ କମନ୍ସ୍) |
ନିଜ ଆଉ ପର ପାଇଁ ପୁତ୍ର, ରାଷ୍ଟ୍ର, ଧନ,
ନ ଇଚ୍ଛି, ଅଧର୍ମ ବିତ୍ତେ ନ ବଳାଏ ମନ;
ଏହି ପରି ଯେହୁ କରେ ଅଟେ ସେହି ନର,
ଶୀଳବାନ, ପ୍ରଜ୍ଞାବାନ, ଧାର୍ମିକ ପ୍ରବର ।୯।
ନ ଅତ୍ତହେତୁ ନ ପରସ୍ସହେତୁ ନ ପୁତ୍ତମିଚ୍ଛେ ନ ଧନଂ ରଟ୍ଠଂ ।
ନ ଇଚ୍ଛୟେ' ଧମ୍ମେନ ସମିଦ୍ଧିମତ୍ତନୋ ସ ସୀଳବା ପଞ୍ଞବା ଧମ୍ମିକୋସିୟା ।୯।
ନ ଆତ୍ମହେତୋଃ ନ ପରସ୍ୟ ହେତୋଃ ନ ପୁତ୍ରମିଚ୍ଛେତ୍ ନ ଧନଂ ନ ରାଷ୍ଟ୍ରମ୍ ।
ନ ଇଚ୍ଛେଦଧର୍ମ୍ମେଣ ସମୃଦ୍ଧିମାତ୍ମନଃ ସ ଶୀଳବାନ୍ ପ୍ରଜ୍ଞାବାନ୍ ଧାର୍ମିକଃ ସ୍ୟାତ୍ ।୯।
ନ ଇଚ୍ଛୟେ' ଧମ୍ମେନ ସମିଦ୍ଧିମତ୍ତନୋ ସ ସୀଳବା ପଞ୍ଞବା ଧମ୍ମିକୋସିୟା ।୯।
ନ ଆତ୍ମହେତୋଃ ନ ପରସ୍ୟ ହେତୋଃ ନ ପୁତ୍ରମିଚ୍ଛେତ୍ ନ ଧନଂ ନ ରାଷ୍ଟ୍ରମ୍ ।
ନ ଇଚ୍ଛେଦଧର୍ମ୍ମେଣ ସମୃଦ୍ଧିମାତ୍ମନଃ ସ ଶୀଳବାନ୍ ପ୍ରଜ୍ଞାବାନ୍ ଧାର୍ମିକଃ ସ୍ୟାତ୍ ।୯।
No comments:
Post a Comment