Friday, March 09, 2018

ପାଲି ଧମ୍ମପଦ (୭୩) ର ଓଡ଼ିଆ  ପଦ୍ୟାନୁବାଦ


୧୪ ବାଳବଗ୍ଗୋ (ବାଳ ବର୍ଗ)


ଫାରସୀ ଶୈଳୀର ଚିତ୍ରରେ ବିଷ୍ଣୁଙ୍କର ଅବତାର ଭାବରେ ବୁଦ୍ଧ
ସପ୍ତଦଶ ଶତାବ୍ଦୀର ଚିତ୍ର (ୱିକିମିଡିଆ କମନ୍ସ୍)

ନିଜ ଠାରେ ଯେଉଁପରି ସମ୍ଭାବନା ନାହିଁ
ମୂର୍ଖ ସେହି ଭାବନାର କାମନା କରଇ ।

ଭିକ୍ଷୁକମାନଙ୍କ ମଧ୍ୟେ ଇଚ୍ଛେ ଅଗ୍ରସ୍ଥାନ
ପରକୂଳେ ଚାହେଁ ପୂଜା, ଆବାସରେ ଧନ ।୧୪। 

ଅସତ୍ ଭାବନମିଚ୍ଛେତ୍  ପୁରସ୍କାରଂ ଚ ଭିକ୍ଷୂଷୁ ।
ଆବାସେଷୁ ଚ ଐଶ୍ୱର୍ଯ୍ୟଂ ପୂଜାଃ ପରକୁଳେଷୁ ଚ ।୧୪।

ଅସତଂ ଭାବନମିଚ୍ଛେୟ୍ୟ ପୁରେକ୍କାରଞ୍ଚ ଭିକ୍ଖୁସୁ ।
ଆବାସେସୁ ଚ ଇସ୍ସରିୟଂ ପୁଜା ପରକୁଳେସୁ ଚ ।୧୪। 

No comments:

Post a Comment