ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୫
ଅନୁବାଦକ - ଫକୀର ମୋହନ ସେନାପତି
![]() |
ଅଂଶୁମାନଙ୍କ ସହ ସାଙ୍ଖ୍ୟଦର୍ଶନର ଜନକ, କପିଳ ମୁନି ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
କର୍ମଯୋଗୀ ସନ୍ୟାସୀ ଯେ ଏହି ଦୁଇ ଜନ ।
କରନ୍ତି ନିଶ୍ଚୟ ଶେଷେ ଲାଭ ମୋକ୍ଷ ସ୍ଥାନ ।।
କର୍ମଯୋଗୀ ସନ୍ୟାସୀଙ୍କୁ ଯେ ଦେଖେ ସମାନ ।
ତତ୍ତ୍ୱଦର୍ଶୀ ବୋଲି ତାକୁ ଜାଣିବ ଅର୍ଜୁନ ।୫।
ୟତ୍ ସାଙ୍ଖ୍ୟୈଃ ପ୍ରାପ୍ୟତେ ସ୍ଥାନଂ ତଦ୍ ୟୌଗୈରପି ଗମ୍ୟତେ ।
ଏକଂ ସାଙ୍ଖ୍ୟଞ୍ଚ ୟୋଗଞ୍ଚ ୟଃ ପଶ୍ୟତି ସ ପଶ୍ୟତି ।୫।
No comments:
Post a Comment