ପାଲି ଧର୍ମପଦ (୮୦) ର ଓଡ଼ିଆ ପଦ୍ୟାନୁବାଦ
୫ ପଣ୍ଡିତ ବର୍ଗ
![]() |
ସିକ୍କିମ ରାଜ୍ୟର ରୁମ୍ଟେକ୍ ବୌଦ୍ଧମଠର ଦୃଶ୍ୟ |
ପାଣିଭାରୁଆ ପଥ ଦେଖାଇ ଜଳ ନ୍ୟନ୍ତି
ଇଷୁକାରମାନେ ଶର ସଳଖ କରନ୍ତି ।
ବଢ଼େଇମାନେ ନମନ କରନ୍ତି କାଷ୍ଠକୁ
ପଣ୍ଡିତମାନେ ଦମନ କରନ୍ତି ନିଜକୁ ।୫।
ଉଦକଂ ହି ନୟନ୍ତି ନେତ୍ତିକା ଉସୁକାରା ନମୟନ୍ତି ତେଜନଂ
ଦାରୁଂ ନମୟନ୍ତି ତଚ୍ଛକା ଅତ୍ତାନଂ ଦମୟନ୍ତି ପଣ୍ଡିତା ।୫।
ଉଦକଂ ହି ନୟନ୍ତି ନେତୃକାଃ ଇଷୁକାରା ନମୟନ୍ତି ତେଜନମ୍ ।
ଦାରୁ ନମୟନ୍ତି ତକ୍ଷକା ଆତ୍ମାନଂ ଦମୟନ୍ତି ପଣ୍ଡିତାଃ ।୫।
No comments:
Post a Comment