ଶ୍ରୀ ରମଣ ମହର୍ଷି କୃତ 'ଉପଦେଶ ସାର': ଶ୍ଲୋକ - ୧
ଶ୍ଲୋକ
କର୍ତ୍ତୃରାଜ୍ଞୟା ପ୍ରାପ୍ୟତେ ଫଳମ୍ ।
କର୍ମ କିଂ ପରମ୍ କର୍ମ ତତ୍ ଜଡମ୍ ।୧।
ପଦ୍ୟାନୁବାଦ
ଇଶ୍ୱରଙ୍କର ଆଜ୍ଞା ବଳେ ।
କର୍ମର ଫଳ ସବୁ ମିଳେ ।।
କର୍ମ କି ଅଟଇ ପରମ ।
ଜଡ ହିଁ ଅଟେ ସେହି କର୍ମ ।।
ପଦ ଚ୍ଛେଦ
କର୍ତ୍ତୃଃ - କର୍ତ୍ତାଙ୍କର (ଅର୍ଥାତ୍ ଇଶ୍ୱରଙ୍କର),
ଆଜ୍ଞୟା - ଆଜ୍ଞା ଦ୍ୱାରା,
ପ୍ରାପ୍ୟତେ - ପ୍ରାପ୍ତ ହୁଏ,
ଫଳମ୍ - ଫଳ,
କର୍ମ - କର୍ମ,
କିଂ - କି,
ପରମ୍ - ପରମ ବା ଶ୍ରେଷ୍ଠ,
କର୍ମ - କର୍ମ,
ତତ୍ - ସେହି,
ଜଡ଼ମ୍ - ଜଡ଼
No comments:
Post a Comment