Thursday, December 07, 2017

ପାଲି ଧମ୍ମପଦ (୭୦) ର ଓଡ଼ିଆ  ପଦ୍ୟାନୁବାଦ


୧୧ ବାଳବଗ୍ଗୋ (ବାଳ ବର୍ଗ)


ବୋର୍ବୋଦୁରର ୯ମ ଶତାବ୍ଦୀର ବୌଦ୍ଧ ମନ୍ଦିରର ମଣ୍ଡଳ ଆକାରର ଭିତ୍ତିଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କଉଣସି ମୂର୍ଖ ଲୋକ ମାସ ମାସ ଧରି
ଯଦି କୁଶର ଅଗ୍ରରେ ଭୋଜନ କରଇ ।

ଧର୍ମଜ୍ଞ ବ୍ୟକ୍ତିର ଷୋ'ଳ କଳାରୁ ଗୋଟିଏ 
କଳାଏକୁ ମଧ୍ୟ ସିଏ ଯୋଗ୍ୟ ତ ନ ହୁଏ ।୧୧।

ମାସେ ମାସେ କୁଶାଗ୍ରେଣ ବାଳୋ ଭୁଞ୍ଜୀତ ଭୋଜନମ୍ ।
ନ ସଃ ସଙ୍ଖ୍ୟାତଧର୍ମ୍ମାଣାଂ କଳାମ୍ ଅର୍ହତି ଷୋଡ଼ଶୀମ୍ ।୧୧।

ମାସେ ମାସେ କୁସଗ୍ଗେନ ବାଳୋ ଭୁଞ୍ଜେଥ ଭୋଜନଂ ।
ନ ସୋ ସଙ୍ଖାତଧମ୍ମାନଂ କଳଂ ଅଗ୍ଘତି ସୋଳସିଂ ।୧୧।

No comments:

Post a Comment