ପାଲି ଧର୍ମପଦ (୮୮) ର ଓଡ଼ିଆ ପଦ୍ୟାନୁବାଦ
୧୩ ପଣ୍ଡିତ ବର୍ଗ
![]() |
ଶ୍ରୀଲଙ୍କାର ପୋଲ୍ଲନରୱାଠାରେ ସ୍ଥିତ ବୁଦ୍ଧମୂର୍ତ୍ତି (ୱିକିମିଡିଆ କମନ୍ସ୍) |
ଯାହାଙ୍କର ଇଚ୍ଛା ସେହି ଆନନ୍ଦ ବିରଳ
ହୋଇ ଅକିଞ୍ଚନ ତ୍ୟାଗି ସୁଖ ଯେ ସକଳ
ସେହି ପଣ୍ଡିତମାନେ ନିଜର ଚିତ୍ତକ୍ଲେଶ
ପରିଷ୍କାର କରିବାଟି ହୁଅଇ ଉଚିତ ।୧୩।
ତତ୍ରାଭିରତିମିଚ୍ଛେୟ୍ୟ ହିତ୍ୱା କାମେ ଅକିଞ୍ଚନୋ ।
ପରିୟୋଦପେୟ୍ୟ ଅତ୍ତାନଂ ଚିତ୍ତକ୍ଳେସେହି ପଣ୍ଡିତୋ ।୧୩।
ତତ୍ରାଭିରତିମିଚ୍ଛେତ୍ ହିତ୍ୱା କାମାନ୍ ଅକିଞ୍ଚନଃ ।
ପର୍ୟ୍ୟବଦାପୟେତ୍ ଆତ୍ମାନଂ ଚିତ୍ତକ୍ଳେଶୈଃ ପଣ୍ଡିତଃ ।୧୩।
No comments:
Post a Comment