ନନ୍ସେନ୍ସ୍ କବିତା - 'ପ୍ରେମର ପ ବର୍ଗ'
ଜଗନ୍ନାଥ ପ୍ରସାଦ ଦାସ
![]() |
ଚିତ୍ର - 'ଗୋଲ୍ଡେନ୍ ଫେଜଣ୍ଟ୍ ଆଣ୍ଡ୍ କଟନ୍ ରୋଜ୍' ଚିତ୍ରକର - ସଙ୍ଗ୍ ବଂଶର ସମ୍ରାଟ ହୁଇଯୋଙ୍ଗ୍ (୧୦୮୨ - ୧୧୩୫) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ପଡ଼ୋଶୀ ପରିକ୍ରମା ପ୍ରତୀକ୍ଷା
ପରିଚୟ ହେମପତ୍ର ପରୀକ୍ଷା
ଫୁଲାଫାଙ୍କିଆ ଫଟା କପାଳ
ଫଟୋ ଫାଣ୍ଡି ଫଲିଡ଼ଲ
ବାଇସ୍କୋପ ବାତାୟନ ବାହାନା
ବାପା ବିପଦ ବିଚରା ବଞ୍ଚନା
ଭଗାରିହସା ଭଗ୍ନ ମନୋରଥ
ଭର୍ତ୍ସନା ଭାଳେଣୀ ଭୟାର୍ତ୍ତ
ମୂର୍ଚ୍ଛା ମୃଗୀ ମୋହ ମୌନ
ମାନ୍ଦା ମନଦୁଃଖ ମଦ୍ୟପାନ ।
ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।
No comments:
Post a Comment