କଙ୍କଡ଼ ପୋଡ଼ା
ସରୋଜିନୀ ଚୌଧୁରୀ
![]() |
ଅଷ୍ଟାଦଶ ଶତାବ୍ଦୀର ଏକ ଚୈନୀକ ଚିତ୍ର ଚିତ୍ରକର - ଗାଓ କିପେଇ (୧୬୬୦ - ୧୭୩୪) ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ପ୍ରଣାଳୀ - କଙ୍କଡ଼ାକୁ ମଲା ନିଆଁରେ ପୋଡ଼ି ଆଣି ପରିଷ୍କାର କର । ତାହାର ପରେ ଶସ ବାହାର କରି ଛେଚି ଲୁଣ ଓ ଗୋଲମରିଚଗୁଣ୍ଡି ମିଶାଇ ଖାଇବାକୁ ଦିଅ ।
ବି.ଦ୍ର. - କଙ୍କଡ଼ା ପୋଡ଼ା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।
No comments:
Post a Comment